We make farming related videos so can visit for farming. ଦର୍ଶକ ବନ୍ଧୁ ମୁଁ ଗିରି ଧର ଜଣାଉଛି ଓଡିଶା ର ଶବର ଚାଷୀ ବନ୍ଧୁ ମାନଙ୍କ ଚାଷ ର ପ୍ରଣାଳୀ ସେମାନେ ନିଜ ଚାଷ କାର୍ଯ୍ୟ କୁ ଉନ୍ନତି କରି ପାରୁଛନ୍ତି ଏବଂ ଚାଷ ରୁ କେତେ ଟଙ୍କା ଆୟ କରି ପାରୁଛନ୍ତି ସେହି ବିଷବସ୍ତୁକୁ ଭିଡିଓ ମାଧ୍ୟମ ରେ ଜଣାଇବାକୁ ଚେଷ୍ଟା କରୁଛି ।ମୋର ଆଇଡ଼ିଆ ରେ ମୁଁ ଯେଉଁ ସବୁ ଚାଷ କରୁଛି ଆପଣ ମାନଙ୍କୁ ଜଣାଇବାକୁ ଚେଷ୍ଟା କରୁଛି। ଆପଣ ଇଛୁକ ତେବେ ମୋ chennal କୁ ଯାଇ ଦେଖନ୍ତୁ ଆମ ଅଞ୍ଚଳ ରେ ପୁରୁଣା ପଦ୍ଧତି ଅବଲମ୍ବନ କରି ଚାଷ କରି ଆସିଥିବା ଚାଷ କୁ କିପରି ଭାବରେ ନୂତନ ପଦ୍ଧତି ରେ କରି ପାରୁଛୁ । ସେହି ଚାଷ ବିଷୟ ରେ ଚାଡଛୁ ।
Sangamai "sangamai sabar" Giri "Sangamai farming" "Jhudunga chasa" "Kobi chasa" "Tomato cultivation" "Long beans cultivation" "Water melon farming" "Bitter gourd farming" "Mu krusak" "Chicken farming" "E-farming odisha" "Krushi sampad" "Kureful tv" "Odisha farming" "Baigana chasa" "tomato chasa" #short #shorts #viral "pointed guard farming" "beans farming" "broccoli farming" "bottle guard farming" "cucumber farming" "chilli farming" "brinjal farming" "western odisha farming"